This browser does not support the video element.
ଢେଙ୍କାନାଳ ସଦର: ବାଜିଚୌକଠାରେ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ସପ୍ତମ ସନ୍ଧ୍ୟା
Dhenkanal Sadar, Dhenkanal | Jul 4, 2025
ଢେଙ୍କାନାଳ ସହରସ୍ଥ ବାଜିଚୌକ ଠାରେ ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ସପ୍ତମ ସନ୍ଧ୍ୟା ଉଦ୍ଘାଟିତ ହୋଇଯାଇଅଛି । ସପ୍ତମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପୌରପାଳିକା ପୁର୍ବତନ ପୌର ଅଧ୍ୟକ୍ଷ ସୁନିଲ୍ ଶର୍ମା ସମ୍ମାନିତ ଅତିଥି ଭାବେ କପିଳାସ ପ୍ରମୋଟର ପ୍ରାଇଭେଟ ଲିମିଟେଡ ଉପଦେଷ୍ଟା ହୃଦାନନ୍ଦ ପଟ୍ଟନାୟକ, ଉପଦେଷ୍ଟା ସଂଗ୍ରାମ କେଶରୀ ପାଣି, ପ୍ରମୁଖ ଉପସ୍ଥିତ ରହି ଭଜନ ସମାରୋହକୁ ଉଦ୍ଘାଟନ କରିଥିଲେ । ଢେଙ୍କାନାଳ ନୀଳ ଦରିଆ ଭଜନ ସନ୍ଧ୍ୟା ଶକ୍ତି ମିଶ୍ର ଓ ତାଙ୍କ ସାଥୀ ମାନେ ଭଜନ ପରିବେଷଣ କରିଥିଲେ।