Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ସଦରଥାନା ଅଞ୍ଚଳରେ ୪ଜଣ ଅଭିଯୁକ୍ତ ଲୋକଙ୍କୁ ଧମକାଇ ଭୟର ଭାତାବରଣ ସୃଷ୍ଟି କରି ଟଙ୍କା ଲୁଟ କରିବା ସହିତ ଦାଦବାଟି ଆଦାୟ କରୁଥିଲେ l
Puri M, Puri | Sep 10, 2025
ଗିରଫ ଅଭିଯୁକ୍ତ ହେଉଛନ୍ତି ଚନ୍ଦନପୁର ଥାନା ଅନ୍ତର୍ଗତ ସଞ୍ଜୟ ବେହେରା, ନୃସିଂହ ସୁବୁଦ୍ଧି, ରାକେଶ ବେହେରା, ମନୋଜ କୁମାର ବେହେରା l ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡିଛି l ସେମାନଙ୍କ ଠାରୁ ଗୋଟେ ୪ଚକିଆ swift ଗାଡି, ଦୁଇଟି ମୋବାଇଲ ଫୋନ, ଦୁଇଟି ବୋମା ସହ ୧ହଜାର ଟଙ୍କା ଜବତ କରାଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!