This browser does not support the video element.
ଭଟଲି: ଉର୍ଦୁନା କଲ୍ୟାଣ ମଣ୍ଡପ ରେ ପଞ୍ଚାୟତ ସ୍ତରୀୟ ନୂଆଖାଇ ଭେଟଘାଟ ଯୋଗଦେଲେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ
Bhatli, Bargarh (Baragarh) | Aug 31, 2025
ଉର୍ଦୁନା କଲ୍ୟାଣ ମଣ୍ଡପ ରେ ପଞ୍ଚାୟତ ସ୍ତରୀୟ ନୂଆଖାଇ ଭେଟଘାଟ ଯୋଗଦେଲେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀଭଟଲି ବ୍ଲକ ଅନ୍ତର୍ଗତ ଉର୍ଦୁନା କଲ୍ୟାଣ ମଣ୍ଡପ ଠାରେ ଆଜି ୧୧ଟାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଜି ମଧ୍ୟ ଉତ୍ସାହ ଉଦ୍ଦୀପନା ସହିତ ପଞ୍ଚାୟତସ୍ତରୀୟ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଉର୍ଦୁନା ପଞ୍ଚାୟତ ର ସରପଞ୍ଚ ଗୋବିନ୍ଦ ପଧାନଙ୍କ ଅଧ୍ୟକ୍ଷତାରେ ଏକ ସଭା ହୋଇଥିବା ବେଳେ ସଭାକୁ ବନମାଳୀ ସେଠ ସଂଯୋଜନା କରିଥିଲେ।ପ୍ରାରମ୍ଭରେ ମାଁ ସମଲେଇ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଧୁପ ଦୀପ ଜାଳିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।