Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଏଫ୍ ଏମ ଗୋଲେଇ ବି ଏସ ଏନ୍ ଏଲ କାର୍ଯ୍ୟାଳୟ ଠାରେ NIEILT ବାଲେଶ୍ଵର ଶାଖା ଉଦଘାଟନ ଉତ୍ସବରେ ଯୋଗ ଦେଲେ ସାଂସଦ

Baleshwar M, Balasore | Oct 2, 2025
କେନ୍ଦ୍ରୀୟ ରେଳ ଓ ଇଲେକ୍ଟ୍ରୋନିକ୍ସ,ସୂଚନା ପ୍ରଯୁକ୍ତି ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଡିଜିଟାଲ ଶିକ୍ଷାର ପ୍ରସାର ପାଇଁ NIELIT ଡିଜିଟାଲ ବିଶ୍ଵ ବିଦ୍ୟାଳୟ ପ୍ଲାଟଫର୍ମ ର ଆଜି ଅପରାହ୍ନରେ ୪ ଟାରେ ଉଦଘାଟନ କରିଛନ୍ତି।ଆଜି ୫ ଟି ନୂଆ ନାଇଲାଇଟ (NIELIT) ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରାଯାଇଛି।ଓଡ଼ିଶାର ବାଲେଶ୍ଵର ଜିଲ୍ଲା ରେ ଗୋଟିଏ ଶାଖା ସହରରେ BSNL ଅଫିସ ଠାରେ ଉଦଘାଟନ ହୋଇଛି।ଏହି ଉଦଘାଟନ ଉତ୍ସବରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us