Download Now Banner

This browser does not support the video element.

ଅତାବିରା: ଗମ୍ଭାରିପାଲି ରେ ନୂଆଖାଇ ଭେଟଘାଟ

Attabira, Bargarh (Baragarh) | Aug 28, 2025
ପଶ୍ଚିମ ଓଡିଶା ର ସିଘା ତିହାର ନୁଆଁଖାଇ ପର୍ବ ଅବସରରେ ଗୁରୁବାର ଦିନ ଅତାବିରା ବ୍ଲକ ଗମ୍ଭାରୀପାଲି ବସ୍ତି ଗଣେଶ ପୂଜା କମିଟି ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ନୃତ୍ୟ ଓ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଚିତ୍ରାଙ୍କନରେ ପ୍ରିୟଲ କର୍ଣ୍ଣ -ପ୍ରଥମ, ଅଙ୍କିତ ସେଠ -ତ୍ଵିତୀୟ ଓ ରୁଦ୍ରାଂଶ କର୍ଣ୍ଣ ତୃତୀୟ ସ୍ଥାନ ଅଧିକାର କରିଥିଲେ l
Read More News
T & CPrivacy PolicyContact Us