Download Now Banner

This browser does not support the video element.

ମାଲକାନଗିରି: ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ଵାନ ହଲରେ ଆୟୋଜିତ ଆଭାସି କାର୍ଯ୍ୟକ୍ରମରେ ଯୋଗଦେଲ ପ୍ରଶାସନିକ ଅଧିକାରୀ

Malkangiri, Malkangiri | Aug 26, 2025
ରାଜ୍ୟରେ ଶାସନ ବ୍ୟବସ୍ଥା ରେ ସ୍ୱଚ୍ଛତା ଆଣିବା ପାଇଁ ଆମ ଶାସନ ପୋର୍ଟାଲ ର ଶୁଭାରମ୍ଭ ହୋଇଥିବା ବେଳେ ଏହି ଅବସରରେ ଅଭାସି ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ରେ ମାଲକାନଗିରି ଜିଲ୍ଲାପାଳଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ହୋଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅସ୍ଵାନ ହଲ ରେ ଅନୁଷ୍ଠିତ ହୋଇଥିଲା।
Read More News
T & CPrivacy PolicyContact Us