Download Now Banner

This browser does not support the video element.

ବଲାଙ୍ଗୀର: ରଜାମୁଣ୍ଡା ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ

Balangir, Balangir | Aug 6, 2025
ରଜାମୁଣ୍ଡା ଗ୍ରାମରେ ପାନୀୟଜଳ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ କଲିକେଶ ସିଂ ଦେଓ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ପଞ୍ଚାୟତର ରଜାମୁଣ୍ଡା ଗ୍ରାମରେ ପାନୀୟଜଳ ଯୋଗାଣ ପ୍ରକଳ୍ପର ଆଜି ଅପରାହ୍ନ ୨ ଟା ସମାୟ ରେ ଉଦଘାଟନ ଅନୁଷ୍ଠିତ ହୋଇଛି । ଏହି ଉଦଘାଟନ ମାନ୍ୟବର ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଙ୍କ କରକମଳରେ ସଫଳତାର ସହିତ ହେବାରେ ଗୌରବ ବୋଧ କରାଯାଇଛି । ଏହି ପ୍ରକଳ୍ପ ଫଳରେ ଅଞ୍ଚଳବାସୀଙ୍କୁ ସୁଧ ପାନୀୟଜଳ ସୁବିଧା ମିଳିବାର ଆଶା ବ୍ୟକ୍ତ କରାଯାଇଛି ।
Read More News
T & CPrivacy PolicyContact Us