This browser does not support the video element.
ବାଲିକୁଦା: ବରତୋଳ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଭସ୍ମୀଭୂତ
Balikuda, Jagatsinghpur | Apr 13, 2024
ଏରସମା ବ୍ଲକ୍ ବରତୋଳ ଗ୍ରାମର ଅଗ୍ନିକାଣ୍ଡରେ ୨ବଖରା ଘର ଜଳିଗଲା ଏରସମା ବ୍ଲକ୍ ଅନ୍ତର୍ଗତ ଜପା ପଞ୍ଚାୟତସ୍ଥିତ ବରତୋଳା ଗ୍ରାମର ଖୋକନ ମଲ୍ଲିକଙ୍କ ଘରେ ଶନିବାର ଦିନ 5ଘଟିକା ସମୟରେ ନିଆଁ ଲାଗି ୨ ବଖରା ଜଳିଯାଇଛି। ଘର ହଠାତ୍ ଜଳି ଉଠିଥିଲା। ଗ୍ରାମବାସୀମାନେ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଖବର ପାଇ ଏରସମା ଅଗ୍ନି ସେବାଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ଘରର ସମସ୍ତ ଅଆସବାପତ୍ର, ପାଳ ଗଦା, ୧୫ଟି କୁକୁଡ଼ା ପୋଡ଼ି ଯାଇଥିବାର ଜଣାପଡିଛି।ଜପା ରାଜସ୍ଵ ନିରୀକ୍ଷକ