Install App
kabisuryatv
This browser does not support the video element.
ଭଞ୍ଜନଗର: ଭଂଜନଗର ଥାନା କୁଲାଡ ଗ୍ରାମରେ ଥିବା ବହୁ ପୂରାତନ ଜଗନ୍ନାଥ ମନ୍ଦିର ସୁରକ୍ଷା ନେଇ ପୋଲିସ ପ୍ରଶାସନ ଓ ମନ୍ଦିର କମିଟି ମଧ୍ୟରେବୈଠକ ଅନୁଷ୍ଠିତ
Bhanjanagar, Ganjam | Aug 27, 2025
ଗଂଜାମ ଜିଲ୍ଲା ଭଂଜନଗର ଥାନା କୁଲାଡ ଗ୍ରାମରେ ଥିବା ବହୁ ପୂରାତନ ଜଗନ୍ନାଥ ମନ୍ଦିର ସୁରକ୍ଷା ନେଇ ପୋଲିସ ପ୍ରଶାସନ ଓ ମନ୍ଦିର କମିଟି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଅ।ଜି ଦିନ 11 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଯାଇଥିବାର ଖବର ମିଳିଥିବା ବେଳେ ଏହା ଭଂଜନଗର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଷରରେ ହୋଇଯାଇଛି । ଏହି ବୈଠକରେ ମନ୍ଦିରର ସୂରକ୍ଷା ନିମନ୍ତେ ସିସିଟିଭି କୁ ପ୍ରାଧାନ୍ୟ ଦିଅ।ଯିବା ସହ ପୂଜା କମିଟି ସଦସ୍ୟଙ୍କ ମଧ୍ୟରେ ଭାଇଚାରା ହୋଇ ରିତିନିତି କରିବା ନେଇ ନିଷ୍ପତ୍ତି ହୋଇଥିଲା
Share
Read More News
T & C
Privacy Policy
Contact Us
Your browser does not support JavaScript!