Download Now Banner

This browser does not support the video element.

ଜଗତସିଂହପୁର: ବାଲିକୁଦା ଥାନା ଅଧିନ ସିଙ୍ଗିଟାଳିଆ ଅଞ୍ଚଳ ରେ ସ୍ୱାମୀ କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ଆଣିଲେ ସ୍ତ୍ରୀ

Jagatsinghapur, Jagatsinghpur | Aug 28, 2025
ବାଲିକୁଦା ଥାନା ଅଧିନ ସିଙ୍ଗିଟାଳିଆ ଅଞ୍ଚଳ ରେ ସ୍ୱାମୀ କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ଆଣିଲେ ସ୍ତ୍ରୀ l ସୂଚନା ମୁତାବକ ସିଙ୍ଗିଟାଳିଆ ଅଞ୍ଚଳ ରେ ଭାରତୀ ସାହାଣୀ ଙ୍କ ସ୍ୱାମୀ କୁ ଆକ୍ରମଣ କରାଯାଇ ଥିବା ନେଇ ଆଜି ଥାନାର ଦ୍ୱାରସ୍ତ ହୋଇ ଅଭିଯୋଗ ଆଣିଛନ୍ତି ମହିଳା l
Read More News
T & CPrivacy PolicyContact Us