Download Now Banner

This browser does not support the video element.

ସୁକିନ୍ଦା: ରାଜଗୋଲା ଅଞ୍ଚଳରୁ କଲେଜ ଛାତ୍ରୀ ନିଖୋଜ, ଥାନାରେ ଅଭିଯୋଗ

Sukinda, Jajpur | Aug 22, 2025
ସୁକିନ୍ଦା ଥାନା ଅନ୍ତର୍ଗତ ରାଜଗୋଲା ଅଞ୍ଚଳରୁ ଜଣେ କଲେଜ ଛାତ୍ରୀ ନିଖୋଜ ଥାନାରେ ଅଭିଯୋଗ । ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ରାଜଗୋଲା ଅଞ୍ଚଳରୁ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇଛନ୍ତି ଏନେଇ ନିଖୋଜ ଛାତ୍ରୀଙ୍କ ପିତା ମାତା ଶୁକ୍ରବାର ସନ୍ଧ୍ୟା 7 ଘଟିକା ସମୟରେ ଥାନା ଦ୍ଵାରସ୍ଥ ହୋଇଛନ୍ତି ।
Read More News
T & CPrivacy PolicyContact Us