Download Now Banner

This browser does not support the video element.

ବରଗଡ: ସୋସିଆଲ ମିଡିଆରେ ଭାଇରାଲ ହେଲା ବରଗଡ଼ ବିଧାୟକଙ୍କ ସମ୍ବଲପୁରୀ ଗୀତ ଗାଇବା ଭିଡିଓ

Bargarh, Bargarh (Baragarh) | Aug 31, 2025
ରବିବାର ଦିବା 10 ଘଣ୍ଟା ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ବରଗଡ଼ ବିଧାୟକଙ୍କ ଭିଡିଓ | ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଡର ଡର ଲାଗୁଛେ କେଁ ଓ ବଂଶୀବାଲେ ସମ୍ବଲପୁରୀ ସଂଗୀତ ଗାଉଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି | ଗତ କାଲି ରାତ୍ରି 9 ଘଣ୍ଟା ସମୟରେ ତୁରୁଙ୍ଗା ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା | ରବିବାର ସକାଳୁ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଏବଂ ଚର୍ଚ୍ଚାରେ ରହିଛନ୍ତି ବିଧାୟକ | ସମ୍ବଲପୁରୀ ସଂଗୀତକାରଙ୍କ ସହ ବିଧାୟକ ନିଜେ ଡର ଡର ଲାଗୁଛେ କେଁ ସଂଗୀତ ଗାଉଥିବା ନିଆରା ଦୃଶ୍ୟ ଲୋକଙ୍କ ମନକୁ ଛୁଇଁଛି ।
Read More News
T & CPrivacy PolicyContact Us