Download Now Banner

This browser does not support the video element.

ବାଲିିଅନ୍ତା: ବାଳ କାଟିରେ ପୂର୍ବତନ ବାଚସ୍ପତି ସ୍ବର୍ଗତଃ ସତ୍ୟପ୍ରିୟ ମହାନ୍ତିଙ୍କ ଜନ୍ମଜୟନ୍ତୀ ଅନୁଷ୍ଠିତ

Balianta, Khordha | Oct 2, 2025
ଗୁରୁବାର ପୂର୍ବାହ୍ନ ପ୍ରାୟ ଏଗାରଟା ସମୟରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟସ୍ଥ ବାଳକାଟି ସ୍ଥିତ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସ୍ବର୍ଗତଃ ସତ୍ୟପ୍ରିୟ ମହାନ୍ତିଙ୍କ ଜନ୍ମଜୟନ୍ତୀ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜଟଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସହିତ ଅଞ୍ଚଳର ଅନେକ ସମାଜ ସେବୀ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us