Download Now Banner

This browser does not support the video element.

ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲା କୁ ଆସନ୍ତାକାଲି 30ତାରିଖ ସକାଳ 8ଘଣ୍ଟିକା 30 ମିନିଟ ପଯ୍ୟନ୍ତ ଓ୍ୱଲ ଓ୍ୱଣ୍ଣୀ ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ

Phulabani Town, Kandhamal | Sep 29, 2025
କନ୍ଧମାଳ ଜିଲ୍ଲା କୁ ଆସନ୍ତାକାଲି 30ତାରିଖ ସକାଳ 8ଘଣ୍ଟିକା 30 ମିନିଟ ପଯ୍ୟନ୍ତ ଓ୍ୱଲ ଓ୍ୱଣ୍ଣୀ ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ ଏହି ସୁଚନା ଟି ସମବାର ଦିବା 2ଘଣ୍ଟିକା ସମୟରେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି , କନ୍ଧମାଳ ରେ ଗତକାଲି କିଛି ଜାଗାରେ ଵର୍ଷା ଲାଗି ରହିଥିବା ବେଳେ , ଆସନ୍ତାକାଲି 30ତାରିଖ ସକାଳ 8ଘଣ୍ଟିକା 30ମିନିଟ ପଯ୍ୟନ୍ତ ଏହି ଓ୍ୱଲ ଓ୍ୱର୍ଣ୍ଣୀ ଜାରି କରାଯାଇଛି, ଜିଲ୍ଲା ପ୍ରଵଳ ବର୍ଷା ସହ ଘଡଘଡି ସହ 30ରୁ 40ବେଗରେ ପବନ ବହିବା ନେଇ ସମ୍ଭାବ୍ୟ ଜାରି କରାଯାଇଛି, ତେବେ ଜିଲ୍ଲା ରେ ଓ୍ୱଲ ଓ୍ୱର୍ଣୀ ଥିବା ବେଳେ ସତର୍କତା ଅବଲମ୍ବନ କରାଯିବା
Read More News
T & CPrivacy PolicyContact Us