Install App
santosh0986416
This browser does not support the video element.
ନର୍ଲା: ଭାଟେଲ ଗ୍ରାମରେ ଦେଶୀ ମଦ ବିକ୍ରୟ କୋଠୀ ବନ୍ଦ କରିବା ପାଇଁ ବ୍ୟବସାୟୀ ଓ ଗାଆଁ ଲୋକ ସହ SHG ଗୋଷ୍ଟି ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ସୂଚନା
Narala, Kalahandi | Aug 25, 2025
ଗତ ଶନିବାର ଦିନ ରାତ୍ର ସମୟରେ ଭାଟେଲ ଗ୍ରାମର ଦେଶୀ ମଦ ପାଉଚ୍ଚ କୋଠୀ ଦେଇଥିବା ବ୍ୟବସାୟୀ ଓ ଗାଁ ଲୋକ ସହ SHG ମହିଳା ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳ ହୋଇଥିଲେ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଥିଲେ ଆଜି ସୋମବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ମଦ କୋଠୀ ବନ୍ଦ କରିବା ପାଇଁ ବ୍ୟବସାୟୀ ଓ ଗାଁ ଲୋକଙ୍କ ମଧ୍ୟରେ ଅପୋଶ ବୁଝାମଣା ଓ ଚୁକ୍ତିନାମା ହୋଇଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!