Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ବ୍ୟାଟେରୀ ଓ ଲ୍ୟାପଟପ୍ ଚୋରି ଘଟଣାରେ ଶୁକ୍ରବାର ୨ ଅଭିଯୁକ୍ତଙ୍କୁ ଟାଙ୍ଗୀ ପୁଲିସ ଗିରଫ କରି ଅଦାଲତ ପଠାଇଛି।
Cuttack M Corp PS, Cuttack | Sep 5, 2025
ବ୍ୟାଟେରୀ ଓ ଲ୍ୟାପଟପ୍ ଚୋରି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଶୁକ୍ରବାର ୬ ଟା ରେ ଟାଙ୍ଗୀ ପୁଲିସ ଗିରଫ କରି ଅଦାଲତ ପଠାଇଛି। ଅଭିଯୁକ୍ତ ଦ୍ୱୟ ହେଲେ ସୁଶାନ୍ତ କୁମାର ଦାସ ( ୩୫), ବାଛରାପାଟଣା, ଜଟଣୀ, ଖୋର୍ଦ୍ଧା ଓ ଉମେଶ ରଞ୍ଜନ ରାଉତ(୨୦) ଉପରସାହି, ଶିଖରପୁର, କଟକ। ଏମାନଙ୍କ ନିକଟରୁ ଚୋରି ୩ଟି ଇନଭର୍ଟର ବ୍ୟାଟେରୀ ଓ ଲ୍ୟାପଟପ୍ ଉଦ୍ଧାର ସହ ଏକ ଅଟୋ ଓ ସ୍କୁଟରକୁ ପୁଲିସ ଜବତ କରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!