This browser does not support the video element.
ଲକ୍ଷ୍ମୀପୁର: ନାରାୟଣପାଟଣାରେ ରାଷ୍ଟ୍ରୀୟ ଡ଼୍ରାଇଭର ଦିବସ ପାଳନ ସହ ସଚେତନତା କାର୍ଯ୍ୟକ୍ରମ
Lakshmipur, Koraput | Sep 1, 2025
କୋରାପୁଟ ଜିଲ୍ଲା ଡ୍ରାଇଭର ସଙ୍ଘ ସଭାପତି ଧନୁ ବେହେରାଙ୍କ ସଭାପତିତ୍ୱରେ ଆଜି ନାରାୟଣାପାଟଣା ବ୍ଲକ ରେ ଡ୍ରାଇଭ ର ସଂଘ ତରଫରୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ କରାଯାଇଥିବା ଅପରାହ୍ନ ୩ଟା ସମୟରେ ଦେଖିବାକୁ ମିଳିଛି।ଏନେଇ ଡ୍ରାଇଭର ମାନେ ସ୍ଥାନୀୟ ଜଗନାଥ ମନ୍ଦିର ପରିସରରୁ ଏକ ଶୋଭା ଯାତ୍ରା ବାହାରି ବିଭିନ ରକମର ପ୍ଲା କାର୍ଡ ଧରି ସଚେତନତା ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନାରାୟଣାପାଟଣା ପୋଲିସ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।