Download Now Banner

This browser does not support the video element.

କୋଟପାଡ: ବୈପାରୀଗୁଡା ଠାରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା କୁ ନେଇ ଅସନ୍ତୋଷ ପ୍ରକାଶ କଲେ ଆଇନୀଜୀବୀ ବିଶ୍ୱଜିତ ନାୟକ

Kotpad, Koraput | Sep 11, 2025
ବୈପାରୀଗୁଡା ଠାରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅବ୍ୟବସ୍ଥା କୁ ନେଇ ଗୁରୁବାର ମଧ୍ୟହ୍ନ ବାରଟା ସମୟରେ ଅସନ୍ତୋଷ ପ୍ରକାଶ କଲେ ସ୍ଥାନୀୟ ଆଇନୀଜୀବୀ ବିଶ୍ୱଜିତ ନାୟକ l ପ୍ରତିଦିନ ରୋଗୀଙ୍କ ଲମ୍ବା ଲାଇନ ଲାଗିଛି ହେଲେ କେବଳ ଜଣେ ଡ଼କ୍ଟର ଅଛନ୍ତି ଯାହାକି ରୋଗୀଙ୍କୁ ଘଣ୍ଟା ଘଣ୍ଟା କାଳ ଠିଆ ହୋଇ ରହିବାକୁ ପଡୁଛି l ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି l
Read More News
T & CPrivacy PolicyContact Us