This browser does not support the video element.
ବଲାଙ୍ଗୀର: ଚନ୍ଦନ ଭାଟି ରୋଡରେ ତିବ୍ରଗତି ବାଇକ୍ ଦୁର୍ଘଟଣା ୨ ଗୁରୁତର ମେଡିକାଲ ରେ ଭର୍ତ୍ତି
Balangir, Balangir | Aug 26, 2025
ଚନ୍ଦନ ଭାଟି ରୋଡରେ ତିବ୍ରଗତି ବାଇକ୍ ଦୁର୍ଘଟଣା ୨ ଗୁରୁତର ବଲାଙ୍ଗୀର-ଚନ୍ଦନ ଭାଟି ରୋଡ ଉପରେ ତିବ୍ର ଗତିରେ ବାଇକ୍ ଚାଲାଉଥିବା ବେଳେ ଦୁର୍ଘଟଣା ଘଟି ୨ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କର ମୁହଁ ଓ ହାତରେ ଗୁରୁତର ଚୋଟ ଲାଗିଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି, ଭୀମ ଭୋଇ ମେଡିକାଲ୍ କଲେଜ୍ ରେ ଭର୍ତ୍ତି କରାଯାଇଛି। ଆଜି ରାତି ୧୦ଟା ୩୦ମିନିଟ୍ ସମୟରେ ସେମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି.