Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାଙ୍ଗିରିପୋଷି ଅଞ୍ଚଳର ବିଭିନ୍ନ ସ୍ଥାନ ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ବିଜେପି ଜିଲ୍ଲା ଉପ ସଭାପତି ଓ ବିଧାୟିକାଙ୍କ ପ୍ରତିନିଧି

Baripada M, Mayurbhanj | Aug 23, 2025
ବାଙ୍ଗିରିପୋଷି ଅଞ୍ଚଳରେ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଏହି ପରିପେଖିରେ ଶନିବାର ଦିନ ପ୍ରାୟ ୨ଟାରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ଙ୍କ ନିର୍ଦେଶ କ୍ରମେ ବିଜେପି ଜିଲ୍ଲା ଉପ ସଭାପତି ଏବଂ ବିଧାୟିକାଙ୍କ ପ୍ରତିନିଧିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଭିନ୍ନ ଅଞ୍ଚଳ କୁ ଯାଇ ଲୋକଙ୍କ ସହିତ ସେମାନଙ୍କର ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଏହାସହ ସମସ୍ତ ତଥ୍ୟ ବିଧାୟିକା ଙ୍କୁ ଅବଗତ କରିଛନ୍ତି। ତେବେ ବିଧାୟିକା ସଞ୍ଜଲୀ ମୁର୍ମୁ ତୁରନ୍ତ ପାଇଥିବା ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିବା ନେଇ ସୂଚନା ମିଳିଛି।
Read More News
T & CPrivacy PolicyContact Us