Install App
arunkshadangi40
This browser does not support the video element.
ଜି ଉଦୟଗିରି: ଦାରିଙ୍ଗବାଡି ବ୍ଲକ କଂଗ୍ରେସ ଭାଇ ମାନଙ୍କ ସହ ସଂଗଠନ ସହ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଅଛି
G Udayagiri, Kandhamal | Sep 2, 2025
ଦାରିଙ୍ଗବାଡି ବ୍ଲକ କଂଗ୍ରେସ ଭାଇ ମାନଙ୍କ ସହ ସଂଗଠନ ସହ ଅନ୍ୟାନ୍ୟ ବିଷୟରେ ଆଲୋଚନା. ଜିଲ୍ଲାରେ କଂଗ୍ରେସ ର ସ୍ଥିତି ଏବଂ ବ୍ଲକ ସ୍ତର ରୁ କିପରି କଂଗ୍ରେସ ଦଳକୁ ସୁ ଦୃଢ଼ କରାଯିବ ସେ ଉପରେ ଆଲୋଚନା ହୋଇଥିଲା. ବରିଷ୍ଠ କଂଗ୍ରେସ ନେତା ଙ୍କ ସହ ବହୁ କର୍ମୀ ଯୋଗ ଦେଇଥିଲେ.
Share
Read More News
T & C
Privacy Policy
Contact Us
Your browser does not support JavaScript!