Download Now Banner

This browser does not support the video element.

ଫୁଲବାଣୀ ସହର: ଆଜି କଲେଜ ରୋଡ଼ ଠାରେ ଅନୁଷ୍ଠିତ ହୋଇଅଛି ପବିତ୍ର ଗଣେଶ ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ

Phulabani Town, Kandhamal | Aug 27, 2025
ଆଜି କଲେଜ ରୋଡ଼ ଠାରେ ଅନୁଷ୍ଠିତ ହୋଇଅଛି ପବିତ୍ର ଗଣେଶ ପୂଜା ।ଜିଲ୍ଲା ବାହାରୁ ସଂlସ୍କୃତିକ କାର୍ଯ୍ୟକ୍ରଣ ଅନୁଷ୍ଠିତ ହୋଇଅଛି।ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଗଜାନନ ଭକ୍ତ ଙ୍କ ଦର୍ଶନ ଦେଇଛନ୍ତି।ବିଭିନ୍ନ ରକମର ମେଢ଼ ସାଜସଜ୍ଜା ଯୋଗୁଁ ପ୍ରବଳ ଭକ୍ତ ଙ୍କ ସମାଗମ ହୋଇଅଛି।ଏଣୁ ପରିଚାଳନା କମିଟି ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
Read More News
T & CPrivacy PolicyContact Us