Download Now Banner

This browser does not support the video element.

ବଲାଙ୍ଗୀର: ଏସପିଙ୍କ କାର୍ଯ୍ୟାଳୟରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ସାମ୍ବାଦିକ ସମ୍ମିଳନୀ ନିଶା ମାଫିଆକୁ ସାବାଡ କରିବ ଅପରେସନ ଗଜ

Balangir, Balangir | Aug 26, 2025
ଏସପିଙ୍କ କାର୍ଯ୍ୟାଳୟରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ସାମ୍ବାଦିକ ସମ୍ମିଳନୀ ନିଶା ମାଫିଆକୁ ସାବାଡ କରିବ ଅପରେସନ ଗଜ ଅପରେସନ ଗରୁଡ଼ ପରେ ଆଜିଠୁ ନୂଆ ଅପରେସନ ଗଜ ଆରମ୍ଭ I ନିଶା କାରବାରକୁ ସମ୍ପୂର୍ଣ୍ଣ ମୂଳପୋଛ କରିବ ଅପରେସନ ଗଜ I ଗତ ତିନି ମାସ ଭିତରେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରୁ ପାଖାପାଖି 50 କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି I ବେଆଇନ କଫସିରଫ କାରବାରକୁ ମଧ୍ଯ ମୂଳପୋଛ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଆଇଜିଙ୍କ ସୂଚନା I
Read More News
T & CPrivacy PolicyContact Us