Download Now Banner

This browser does not support the video element.

ଭଟଲି: ଗୌଡ଼ଗାଁ ହାଇସ୍କୁଲ କୁ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ

Bhatli, Bargarh (Baragarh) | Sep 2, 2025
ଗୌଡ଼ଗାଁ ହାଇସ୍କୁଲ କୁ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସମସ୍ତ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ଗୁଡିକ କରାଯାଉଛି। ଏହି କ୍ରମରେ ଆଜି ଦିନ ୩ଟାରେ ବରଗଡ଼ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ଓ ଭଟଲି ଏବିଇଓ ରୀତାରାଣୀ ତ୍ରିପାଠୀ ବ୍ଲକ ର ଗୌଡ଼ଗାଁ ହାଇସ୍କୁଲ କୁ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ଗୁଡିକ ତଦାରଖ କରିଥିଲେ। ଛାତ୍ର ଛାତ୍ରୀଙ୍କ ନୋଟ ବୁକ, ଶ୍ରେଣୀ ଗୃହର ଶିକ୍ଷାଦାନ ସେମାନେ ତଦାରଖ  କରିଥିଲେ।ଗୋଡ଼ଗାଁ ହାଇସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us