This browser does not support the video element.
ବଲାଙ୍ଗୀର: ପଥରଚେପାରେ ପାନୀୟଜଳ ପ୍ରକଳ୍ପ ଶୁଭ ଉଦଘାଟନ କଲେ ବିଧାୟକ
Balangir, Balangir | Aug 6, 2025
ପଥରଚେପାରେ ପାନୀୟଜଳ ପ୍ରକଳ୍ପ ଉଦଘାଟନ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ପଥରଚେପା ଗ୍ରାମରେ ଆଜି ଅପରାହ୍ନ ୩ ଟା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପାନୀୟଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରାଯାଇଛି। ଏହି ଅବସରରେ ବଲାଙ୍ଗିର ବିଧାୟକ ମାନ୍ୟବର ଶ୍ରୀ କଳିକେଶ ନାରାୟଣ ସିଂଦେଓ ଙ୍କ କରକମଳରେ ଉଦଘାଟନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଅନୁଷ୍ଠାନରେ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଙ୍କ ସହିତ ହଜାର ହଜାର ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ଦ୍ୱାରା ଗ୍ରାମବାସୀଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଣ ସୁନିଶ୍ଚିତ ହେବ।