Download Now Banner

This browser does not support the video element.

ଫୁଲବାଣୀ ସହର: ଗାଜାଲବାଡ଼ି ଘାଟିରେ ହାତୀ ଭୟରେ ଅଟକିଲା ଆମ୍ବୁଲାନ୍ସ ଓ ବହୁ ଗାଡି, କିଛି ଗାଡି ଫେରି ଆସିଲେ

Phulabani Town, Kandhamal | Sep 9, 2025
ଗାଜାଲବାଡ଼ି ଘାଟିରେ ହାତୀ ଭୟରେ ଅଟକିଲା ଆମ୍ବୁଲାନ୍ସ ଓ ବହୁ ଗାଡି, କିଛି ଗାଡି ଫେରି ଆସିଲେ. ରାତିରେ ଘାଟିରେ ହାତୀ ଥିବାର କିଛି ଲୋକ କହିଥିଲେ. ଯା ଦ୍ୱାରା ସେହି ଘାଟି ରାସ୍ତାରେ ଯାଉଥିବା ବହୁ ଗାଡି ଅଟକି ରହିଥିବାର ଜଣା ପଡିଛି. ଆଉ କିଛି ଗାଡି ବାହୁଡି ଅନ୍ୟ ରାସ୍ତାରେ ଯାଉଛନ୍ତି.
Read More News
T & CPrivacy PolicyContact Us