Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ଚକାପାଦ ସ୍ଥିତ ରଣ ଗାଁ ଠାରେ ଶ୍ରୀମଦ୍ ଭାଗବତ ଜନ୍ମୋତ୍ସବ ପାଳନ ଉପଲକ୍ଷେ ଶ୍ରୀ ବିଶ୍ଵଶାନ୍ତି ଅଷ୍ଟପ୍ରହର ନାମଯଜ୍ଞରେ ଯୋଗ ଦେଲେ ବିଧାୟକ
Phulabani Town, Kandhamal | Sep 7, 2025
ଚକାପାଦ ସ୍ଥିତ ରଣ ଗାଁ ଠାରେ ଶ୍ରୀମଦ୍ ଭାଗବତ ଜନ୍ମୋତ୍ସବ ପାଳନ ଉପଲକ୍ଷେ ଅନୁଷ୍ଠିତ ଶ୍ରୀ ବିଶ୍ଵଶାନ୍ତି ଅଷ୍ଟପ୍ରହର ନାମଯଜ୍ଞରେ ଯୋଗ ଦେଇ ନିଜକୁ କୃତାର୍ଥ ମଣିଲେ ବିଧାୟକ ଉମା ଚରଣ ମଲ୍ଲିକ. ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ଭକ୍ତ ଙ୍କ ସମାଗାମ ହୋଇଥିବାରୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ଗ୍ରହଣ କରାଯାଇଥିଲା.
Share
Read More News
T & C
Privacy Policy
Contact Us
Your browser does not support JavaScript!