This browser does not support the video element.
ବଲାଙ୍ଗୀର: ଭୀମ ଭୋଇ ମେଡ଼ିକାଲର ଅବ୍ୟବସ୍ଥା: ସାମାନ୍ୟ ରୋଗୀ ବି ରେଫର୍, ଲୋକଙ୍କ ମଧ୍ଯରେ ଆସୋନ୍ତୋସ
#jansamasya
Balangir, Balangir | Aug 6, 2025
ବଲାଙ୍ଗିର: ନୂଆ ଭବନ ଏବଂ ଅଧୁନିକ ସଂଖ୍ୟାରେ ଡାକ୍ତର ଥିଲେ ବି ଭୀମ ଭୋଇ ମେଡ଼ିକାଲ କଲେଜ୍ ଓ ହସ୍ପିଟାଲ୍ର ଅବ୍ୟବସ୍ଥା ଦିନକୁ ଦିନ ଚିନ୍ତାଜନକ ହୋଇଯାଉଛି। ସାମାନ୍ୟ ରୋଗରେ ଆସୁଥିବା ରୋଗୀମାନଙ୍କୁ ବି ବାହାର ଜିଲ୍ଲାକୁ ରେଫର କରାଯାଉଛି। ଏହି ଅବସ୍ଥାରେ ରୋଗୀ ଓ ତାଙ୍କ ସଂପର୍କୀୟମାନେ ମନୋଭାବ ହରାଇ ଆକ୍ରୋଶ ପ୍ରକାଶ କରୁଛନ୍ତି। ନୂଆପଡ଼ା ଅଞ୍ଚଳରୁ ଆସିଥିବା ଜଣେ ରୋଗୀଙ୍କ ସଂପର୍କୀୟ ବ୍ୟକ୍ତି କହିଛନ୍ତି, “ନୂଆ ମେଡ଼ିକାଲ୍ ହେଲା ବୋଲି ଆମେ ଆଶା କରିଥିଲୁ ଯେ ଏଠାରେ ଭଲ ଚିକିତ୍ସା ମିଳିବ, କିନ୍ତୁ ଏଠି ତ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅଛି।”