This browser does not support the video element.
ଛତ୍ରପୁର: ବ୍ରହ୍ମପୁର ବାଲାଜୀ ପେଣ୍ଠ ସାହି ଠାରେ ଗଣେଶ ପୂଜା ମଣ୍ଡପ ଅଗ୍ନିକାଣ୍ଡ, ୪ ବାଇକ୍ ସମେତ ଅନ୍ଯାନ୍ଯ ସାମଗ୍ରୀ ପୋଡି ନଷ୍ଟ
Chhatrapur, Ganjam | Aug 30, 2025
ବ୍ରହ୍ମପୁର ବାଲାଜୀ ପେଣ୍ଠ ସାହି ଠାରେ ଗଣେଶ ପୂଜା ମଣ୍ଡପରେ ଅଗ୍ନିକାଣ୍ଡ ଘଟି ୪ ମୋଟରସାଇକେଲ ସମେତ ବହୁ ଜିନିଷ ପତ୍ର ପୋଡି ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି। ଗତ ବିଳମ୍ବିତ ରାତିରେ ଏଭଳି ଅଗ୍ନିକାଣ୍ଡ ଘଟିଥିବା ବେଳେ ସ୍ଥାନୀୟ ପୂଜା ଲୋକେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ୪ ଟି ମୋଟର ସାଇକେଲ ସମେତ ବହୁ ଜିନିଷ ପତ୍ର ପୋଡି ନଷ୍ଟ ହୋଇ ଯାଇଥିଲା। ଘଟଣା ସଂପର୍କରେ ଶନିବାର ଅପରାହ୍ଣରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।