This browser does not support the video element.
ଫୁଲବାଣୀ ସହର: ବାଲିଗୁଡା SDPO ଙ୍କ କାଯ୍ୟାଳୟ ରେ ସମ୍ବାଦିକ ଏବଂ SDPO ଙ୍କ ସହ ଆଲଚନା
Phulabani Town, Kandhamal | Oct 8, 2025
ବାଲିଗୁଡା SDPO ଙ୍କ କାଯ୍ୟାଳୟ ରେ ସମ୍ବାଦିକ ଏବଂ SDPO ଙ୍କ ସହ ଆଲଚନା କରାଯାଇଛି, ଏହି ଆଲଚନା ଟି ବୁଧବାର ସଂନ୍ଧ୍ୟା 7ଘଣ୍ଟିକା ସମୟରେ ଏହି ଆଲଚନା କରାଯାଇଛି, ବିଶେଷ କରି କଟଗଡ ଠାରେ ବେ ନିୟମ ଭାବରେ ଆଲୁମି ପାଉଡର ଉପରେ ଆଲଚନା କରାଯାଇଛି, ସମ୍ବାଦିକ ମାଧବ ଦାସ, ରସାଳ ଡଙ୍ଗରିଆ କହିଥିଲେ କଟଗଡ ଅଞ୍ଚଳୟେ ଏହି ଆଲୁମିନିୟମ ପାଉଡର ଏକ ବଡ ସ୍କାମ ଚାଲୁଥିବା ସନ୍ଦେହ କରାଯାଇଛି କାହିଁକି, କନ୍ଧମାଳ ର ବଡର ଅଞ୍ଚଳୟେ ଏହି ଏକ ଗଡାଉନ କରାଯାଇ ଏହି ଠାରେ ଏହି ଆଲୁମିନିୟମ ପାଉଡର ଓହ୍ଲାଉଥିବା ବେଳେ ପୁଲିସ ରେଡ୍ କରି ଛାଡି ଦେଉଥିବା ବେଳେ ସମ୍ବାଦିକ ମାନେ SDPO ଙ୍କୁ ସୁଚନା ଦି