Download Now Banner

This browser does not support the video element.

ଝାରପୋଖରିଆ: ଗାନ୍ଧୀ ଜୟନ୍ତୀ ଅବସରରେ ଝାରପୋଖରୀଆ ଠାରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ବିଧାୟକଙ୍କ ଯୋଗଦାନ

Jharpokharia, Mayurbhanj | Oct 2, 2025
ଝାରପୋଖରୀଆ ଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଗୁରୁବାର ସକାଳ ପ୍ରାୟ ୧୦ଟାରେ ସାରସକଣା ବିଧାୟକ ଭାଦବ ହାଁସଦାଙ୍କ ନେତୃତ୍ବରେ ଅନେକ ବିଜେପି କର୍ମୀ ମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିର୍ମୂିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।
Read More News
T & CPrivacy PolicyContact Us