This browser does not support the video element.
ପୋଡିଆ: ସୀମାବର୍ତ୍ତୀ ପଡିଆ ପୋଲିସ ପକ୍ଷ୍ୟରୁ ୧୦ ଲିଟର ଦେଶୀ ମଦ ଜବତ, ଥାନାରେ ହେଲା ମାମଲା ରୁଜୁ
Podia, Malkangiri | Sep 7, 2025
ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ପୋଲିସ ପକ୍ଷ୍ୟରୁ ଏକାଧିକ ସ୍ଥାନରେ ଚଢାଉ କରି ଆଜି ଅପରାହ୍ଣ ସମୟରେ ପ୍ରାୟ ୧୦ ଲିଟର ଦେଶୀ ମଦ ଜବତ କରିବା ସହ ଏ ନେଇ ପଡିଆ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି। ପୋଲିସ ର ବାରମ୍ବାର ଦେଶୀ ମଦ ବ୍ୟବସାୟୀଙ୍କ ଉପରେ ଚଢାଉ ମଦ ବ୍ୟବସାୟୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିବା କୁହାଯାଉଛି।