Download Now Banner

This browser does not support the video element.

ବଲାଙ୍ଗୀର: ବର୍ଷା ଓ ଡ୍ରେନ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସିବିଲ କୋର୍ଟ ପଛପଟେ ପୌରାଧ୍ୟକ୍ଷାଙ୍କ ଅନୁଧ୍ୟାନ

Balangir, Balangir | Sep 6, 2025
ସିବିଲ କୋର୍ଟ ପଛପଟେ ପୌରାଧ୍ୟକ୍ଷାଙ୍କ ଅନୁଧ୍ୟାନ ବଲାଙ୍ଗିର ୱାର୍ଡ୍ ନମ୍ବର ୦୩, ସିବିଲ କୋର୍ଟ ପଛପଟରେ ବର୍ଷା ସହିତ ରାସ୍ତା ଓ ଡ୍ରେନ୍‌ରୁ ଉପଜିଥିବା ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା। ଏହାକୁ ଗୁରୁତ୍ୱ ଦେଇ ପୌରାଧ୍ୟକ୍ଷା ଲିକା ସାହୁ ସ୍ଥାନୀୟ କାଉନସିଲରଙ୍କ ସହିତ ଘଟଣା ସ୍ଥଳ କୁ ପହଞ୍ଚି ଅନୁଧ୍ୟାନ କରିଥିଲେ ପୌର ଧକ୍ଷା। ସମସ୍ୟା ଦେଖି ସମୟୋପଯୋଗୀ ପଦକ୍ଷେପ ନିଆଗଲା।ବିଭଗି ଜେଇଙ୍କୁ ଡକାଇ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପରିକଳ୍ପନା କରାଗଲା ଓ ସାଙ୍ଗେସାଙ୍ଗେ ଜେସିବି ଲଗାଇ ଡ୍ରେନ୍‌ ଓ ରାସ୍ତାକୁ ସଫା କରାଯାଇଛି ପୌରାଧ୍ୟକ୍ଷା ଲିକା ସାହୁ
Read More News
T & CPrivacy PolicyContact Us