Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାରିପଦା ରାସ୍ତା ଏବେ ମରଣଯନ୍ତା; ତୁରନ୍ତ ମରାମତି ପାଇଁ ଦାବୀକରି ଜିଲ୍ଲାପାଳ ଅଫିସରେ ପ୍ରତିକ୍ରିୟା ଦେଲେ ଭଞ୍ଜସେନା ଅଧ୍ୟକ୍ଷ ସଞ୍ଜୀବ ରାଉତ

Baripada M, Mayurbhanj | Sep 13, 2025
ବାରିପଦା ସହରର ସବୁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଖାଲ ଖମାରେ ଭର୍ତ୍ତି ହୋଇଯାଇଛି। ଏହାକୁ ତୁରନ୍ତ ମରାମତି ପାଇଁ ଦାବୀ କରିଛି ଭଞ୍ଜସେନା। ଏନେଇ ଆଜି ଦିନ ୧୨ଟାରେ ପ୍ରତିକ୍ରିୟା ଦେଇଛନ୍ତି ଭଞ୍ଜସେନା ର ଅଧ୍ୟକ୍ଷ ସଞ୍ଜୀବ ରାଉତ।
Read More News
T & CPrivacy PolicyContact Us