Download Now Banner

This browser does not support the video element.

ଜଗତସିଂହପୁର: ଜଗତସିଂହପୁରର ଏକ ବେସରକାରୀ କାର୍ଯ୍ୟଳୟର ଯୁବତୀ କର୍ମଚାରୀଙ୍କୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣା ନେଇ ପ୍ରତିକ୍ରିୟା ଦେଲେ ଯୁବତୀଙ୍କ ବାପା

Jagatsinghapur, Jagatsinghpur | Aug 25, 2025
ଜଗତସିଂହପୁରରେ ଏକ ବେସରକାରୀ କାର୍ଯ୍ୟଳୟରେ କାର୍ଯ୍ୟରତ ଯୁବତୀ କର୍ମଚାରୀଙ୍କୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଯୁବତୀଙ୍କ ବାପା । ତୀର୍ତ୍ତୋଲ ଥାନା ଅନ୍ତର୍ଗତ ଉକ୍ତ ଯୁବତୀଙ୍କ ଘରେ ତାଙ୍କ ବାପା ଆଜି ଦିନ ୩ ଟା ସମୟରେ ଘଟଣା ସମ୍ପର୍କରେ ସୂଚନା ଦେଇ ପ୍ରତିକ୍ରିୟା ରଖୁଛନ୍ତି
Read More News
T & CPrivacy PolicyContact Us