Download Now Banner

This browser does not support the video element.

ଆଳି: ଶ୍ରୀରାମ ନବମୀ ଅବସରରେ ରାଜକନିକା ରାଜବାଟି ମେଳଣ ପଡିଆରୁ ବିଶାଳ ଶୋଭାଯାତ୍ରା ଆଳି ପତରପୁର ଯାଏଁ ଗଲା

Aali, Kendrapara | Apr 17, 2024
ଆଜି ପବିତ୍ର ଶ୍ରୀରାମ ନବମୀ ଅବସରରେ ବିଶ୍ୱ ହିନ୍ଦୁ ପରିଷଦ, ଧର୍ମରକ୍ଷା ସେନା ଓ ଵଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ଶୋଭାଯାତ୍ରା ରେ ସତାଧିକ ଯୁବକ ସାମିଲ ହୋଇ ରାଜକନିକା ରାଜବାଟି ମେଳଣ ପଡିଆରୁ ବାହାରି କଟକ-ଚାନ୍ଦବାଲି ରାସ୍ତା ଦେଇ ଆଳି ପତରପୁର ଯାଏଁ ଯାଇଥିବା ସୂଚନା ରହିଛି। ଏନେଇ ଆଳି, ରାଜକନିକା ପୋଲିସ, କେନ୍ଦ୍ରୀୟ ପୋଲିସ ବଳ ଓ ପଟ୍ଟାମୁଣ୍ଡାଇ ଏସଡିପିଓ ଉପସ୍ଥିତ ରହି ଏହି ଶୋଭାଯାତ୍ରା କୁ ସାନ୍ତିପୂର୍ଣ୍ଣ ଭାବେ ପାର କରାଇଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us