Download Now Banner

This browser does not support the video element.

ଆଠମଲ୍ଲିକ: ସୋମନାଥ ପୁର ଗ୍ରାମର ଗୀତାଞ୍ଜଳି ମାଝୀଙ୍କୁ ସ୍ୱାମୀର ଠେଙ୍ଗାରେ ଆକ୍ରମଣ ଅଭିଯୋଗ

Athmallik, Angul | Aug 27, 2025
ରଣଜିତ ସ୍ୱାଇଁ, ଏକ ଠେଙ୍ଗା ମାଧ୍ୟମ ରେ ଆକ୍ରମଣ କରିଥିବା ଗୀତାଞ୍ଜଳି ମଙ୍ଗଳ ବାର ଦିନ ଠାକୁର ଗଡ଼ ଥାନା ରେ ଅଭିଯୋଗ କରିଛନ୍ତି l ତାଙ୍କ ଅଭିଯୋଗ ପତ୍ର ରେ ଉଲେଖ କରିଛନ୍ତି ଜେ ଦୀର୍ଘ 6 ବର୍ଷ ପୂର୍ବେ ସେ ରଣ ଜିତ ଙ୍କୁ ବୈଦିକ ରୀତି ରେ ବିବାହ କରିଥିଲେ l ହେଲେ ତାଙ୍କର ଦୁଇଟି ପୁଅ ଥିବା ବେଳେ ତାଙ୍କୁ ବିନା କାରଣ ରେ ଅନେକ ଥର ମାଡ଼ ମାରିଛନ୍ତି l ଏ ପରିକି ତାଙ୍କୁ ଠେଙ୍ଗା ମାଧ୍ୟମ ରେ ଆକ୍ରମଣ କରିବା ଯୋଗୁଁ ତାଙ୍କ ମୁଣ୍ଡ ଫାଟି ଯିବା ସହ
Read More News
T & CPrivacy PolicyContact Us