Download Now Banner

This browser does not support the video element.

ଜଳେଶ୍ବର: ରାଜଘାଟ ଠାରେ ବିପଦ ସଙ୍କେତ ତଳେ ସୁବର୍ଣ୍ଣରେଖା ନଦୀର ଜଳସ୍ତର,ବଢୁଛି ଲୋକଙ୍କ ଦୁର୍ଦଶା

Jaleswar, Balasore | Aug 28, 2025
ବିପଦ ସଙ୍କେତ ତଳେ ସୁବର୍ଣ୍ଣରେଖା ନଦୀର ଜଳସ୍ତର,ବଢୁଛି ଲୋକଙ୍କ ଦୁର୍ଦଶା,ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ରାଜଘାଟ ଠାରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସୁବର୍ଣ୍ଣ ରେଖା ନଦୀର ଜଳସ୍ତର l ଫଳରେ ତଳିଆ ଅଞ୍ଚଳ ରେ ଲୋକଙ୍କ ଦୁର୍ଦଶା ବଢିଛି l ତେବେ ଅନେକ ଗାଁ ଦାଣ୍ଡରେ ଓ ହଜାର ହଜାର ହେକ୍ଟର ଚାଷ ଜମିରେ ଲହଡି ମାରୁଛି ବନ୍ୟା ପାଣି
Read More News
T & CPrivacy PolicyContact Us