Download Now Banner

This browser does not support the video element.

ଲକ୍ଷ୍ମୀପୁର: ନାରାୟଣପାଟଣା ବ୍ଲକ ଶିକ୍ଷା ବିଭାଗ ଦ୍ବାରା ବିଭିନ୍ନ କ୍ଲଷ୍ଟରରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ,ଯୋଗ ଦେଲେ ବ୍ଲକ ଚେୟାରମ୍ୟାନ

Lakshmipur, Koraput | Sep 6, 2025
ଆଜି ପୂର୍ବାହ୍ନରୁ ସଂଧ୍ଯା ପର୍ଯ୍ୟନ୍ତ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରାୟଣପାଟଣା ବ୍ଲକର ବିଭିନ୍ନ କ୍ଲଷ୍ଟରରେ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନାରାୟଣପାଟଣା ବ୍ଲକ ଚେୟାରମ୍ୟାନ ଅତିଥି ଭାବେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ନାରାୟଣପାଟଣା ବ୍ଲକର ସମସ୍ତ କ୍ଲଷ୍ଟର ସ୍ତରୀୟ ବୈଠକରେ ବ୍ଲକ ଚେୟାରମ୍ୟାନ ଉପସ୍ଥିତ ରହି ପ୍ରାଥମିକ ସ୍ତରରେ ଶିକ୍ଷାକୁ ବିକାଶ କରିବା ପାଇଁ ଆହ୍ବାନ ଦେଇଥିବା ସଂଧ୍ଯା ୬ଟା ସମୟରେ ବ୍ଲକ ଚେୟାରମ୍ୟାନ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us