Download Now Banner

This browser does not support the video element.

ଛତ୍ରପୁର: ବିଇଏମସି କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ପାଇଁ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

Chhatrapur, Ganjam | Aug 23, 2025
ବ୍ରହ୍ମପୁର ମହାନଗର ନିଗମରେ ପାଳନ ହେବ ସ୍ୱାୟତ୍ତ ଶାସନ ଦିବସ ।ଏହି ପରିପ୍ରେକ୍ଷୀରେ ଶନିବାର ଅପରାହ୍ଣରେ ବିଇଏମସି କାର୍ଯ୍ୟାଳୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମହା ଆଡମ୍ବରରେ ପାଳନ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ ମହାନଗର ନିଗମ ତରଫରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।
Read More News
T & CPrivacy PolicyContact Us