This browser does not support the video element.
ତେଲକୋଇ: ଟାଙ୍ଗୀର ଗାଁ ଜଙ୍ଗଲରେ ୩୧ ଟିକିଆ ହାତୀପଲ,କଡ଼ା ନଜର ରଖିଛି ବନବିଭାଗ
Telkoi, Kendujhar | Aug 28, 2025
କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ପରେଷ୍ଟ ସେକ୍ସନ ଟାଙ୍ଗୀର ଗାଁ ଜଙ୍ଗଲରେ ୩୧ଟିକିଆ ହାତୀ ପଲଙ୍କ ଉତ୍ପାତ।ଭୟଙ୍କର ଶଦ୍ଧ କରି ଗାଁ ଅଞ୍ଚଳକୁ ପ୍ରକମ୍ପିତ କରୁଛନ୍ତି ହାତୀ ପଲ I କଢ଼ା ନଜର ରଖିଛି ତେଲକୋଇ ବନବିଭାଗ । ଧାନ ଫସଲ ଜଗିବା ବେଳେ ଲୋକେ ସତର୍କତା ଅବଲମ୍ବନ କରିବାକୁ ସଂଧ୍ୟା ସାତଟା ସମୟର ସୂଚନା ।