This browser does not support the video element.
ସୁକିନ୍ଦା: ସୁକିନ୍ଦାଗଡ଼ ହାଟରୁ ବାଇକ ଚୋରି ଥାନାରେ ଅଭିଯୋଗ
Sukinda, Jajpur | Sep 7, 2025
ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦାଗଡ଼ ସ୍ଥିତ ହାଟରୁ ବାଇକ ଚୋରି ଥାନାରେ ଅଭିଯୋଗ । ସୂଚନା ମୁତାବକ ସୁକିନ୍ଦା ଜାମୁପଶି ଗ୍ରାମର ବାସିନ୍ଦା ସୁଦର୍ଶନ ମଲ୍ଲିକଙ୍କ ପୁଅ ଲିପୁନ କୁମାର ମଲ୍ଲିକ ସୁକିନ୍ଦାଗଡ ସ୍ଥିତ ରବିବାର ହାଟକୁ ଯାଇ କାର୍ଯ୍ୟସାରି ଫେରି ଦେଖିବା ବେଳକୁ ବାଇକ୍ ନପାଇ ବୋହୁ ଖୋଜା ଖୋଜି କରି ବିଫଳ ହେବା ପରେ ରବିବାର ରାତି 8 ଘଟିକା ସମୟରେ ସୁକିନ୍ଦା ଥାନା ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।