This browser does not support the video element.
ଖୋର୍ଦ୍ଧା: ଟାଙ୍ଗୀ ବାଇପାସ ନିକଟରେ ବାଇକରୁ ପଡ଼ି ଦୁଇ ଗୁରୁତର
Khordha, Khordha | Aug 26, 2025
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବାଇପାସ୍ ନିକଟରେ ବାଇକରୁ ପଡ଼ି ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ୬ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ହଠାତ୍ କୁକୁର ଗାଡି ଚକା ତଳେ ପଶି ଯିବାରୁ ଭରସ୍ୟମ ହରାଇ ୨ ବାଇକରୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।