This browser does not support the video element.
ସୋନପୁର: ସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଜିଲ୍ଲାର ପ୍ରସିଦ୍ଧ ମହାବଳୀ ଯାତ୍ରା ନିଜ ସମ୍ବିଳନୀ କକ୍ଷଠାରେ ସୂଚନା ଦେଲେ ଜିଲ୍ଲାପାଳ ନୃପରାଜ ସାହୁ
Sonapur, Subarnapur (Sonepur) | Sep 9, 2025
ସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଜିଲ୍ଲାର ପ୍ରସିଦ୍ଧ ମହାବଳୀ ଯାତ୍ରା ନିଜ ସମ୍ବିଳନୀ କକ୍ଷଠାରେ ଆଜି ଦିନ 12ଟାରେ ସୂଚନା ଦେଲେ ଜିଲ୍ଲାପାଳ ନୃପରାଜ ସାହୁ।ବୁଢାରଜା ବଳୀରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ବଳୀ ପର୍ଯ୍ୟନ୍ତ ୧୫ ଦି ବ୍ୟାପୀ ସୁବର୍ଣ୍ଣପୁର ସହରରେ ଅନୁଷ୍ଠିତ ହେବ ଏହି ମହାବଳି ଯାତ୍ରା । ମହାବଳି ଯାତ୍ରାକୁ ଦୃଷ୍ଟିରେ ରଖି ଦେବୋତର ଅଧିକାରୀ ତଥା ଉପଜିଲ୍ଲାପାଳ ଡଃ.ସ୍ୱମ୍ୟଋପା ରଥ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଡ.ନୃପରାଜସାହୁଙ୍କ ସମେତ ମହାବଳୀ ଯାତ୍ରା କମିଟୀର କର୍ମକର୍ତା,ସେବାୟତ ଉପସ୍ଥିତ ଥିଲେ।