Download Now Banner

This browser does not support the video element.

ବୀରମହାରାଜପୁର: ଏସପତ୍ରାପାଲି ପଞ୍ଚାୟତ ସଭା ଗୃହରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Biramaharajpur, Subarnapur (Sonepur) | Aug 25, 2025
ଉଲୁଣ୍ଡା ଥାନା ଅନ୍ତର୍ଗତ ଏସପତ୍ରାପାଳି ପଞ୍ଚାୟତ ସଭା ଗୃହରେ ଆଜି ଦିନ ପ୍ରାୟ 1ଟା ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ଏବିଡ଼ିଓ ଶୁଭ୍ରାଂଶୁ ଶେଖଡ଼ ମଲ୍ଲିକ ଯୋଗଦେଇ ଜନସାଧାରଣଙ୍କ ଅପତୀ ଅଭିଯୋଗ ଶୁଣିଥିଲେ l ଶିବିରରେ ସର୍ବମୋଟ 12ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା l ସରପଞ୍ଚ ସନାତନ ମହାଲିଂଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ବ୍ଲକ ର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ l
Read More News
T & CPrivacy PolicyContact Us