Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ୱର ସହର ଏବଂ ରେମୁଣାର ବିଭିନ୍ନ ପୂଜା ମଣ୍ଡପରେ ପ୍ରଭୁ ଗଜନାନଙ୍କ ଦର୍ଶନ କଲେ ସରକାରୀ ଉପମୁଖ୍ୟ ସଚେତକ

Baleshwar M, Balasore | Aug 27, 2025
ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଆଜି ବାଲେଶ୍ୱର ସହର ଏବଂ ରେମୁଣାର ବିଭିନ୍ନ ପୂଜା ମଣ୍ଡପରେ ପ୍ରଭୁ ଗଜନାନଙ୍କ ଦର୍ଶନ କଲେ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ।ବାଲେଶ୍ଵର ସହରର ସିନେମା ଛକ ସ୍ଥିତ ସିଦ୍ଧି ବିନାୟକ ମନ୍ଦିର ରେ ସନ୍ଧ୍ୟା ୬ ଟା ସମୟରେ ଗଜାନନ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ।ପରେ ସହରର ବିଭିନ୍ନ ସ୍ଥାନରେ ହୋଇଥିବା ଗଣେଶ ପୂଜା ମଣ୍ଡପ ବୁଲିବା ସହ ରେମୁଣା ର ବିଭିନ୍ନ ପୂଜା ମଣ୍ଡପ ବୁଲି ଗଜାନନ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।
Read More News
T & CPrivacy PolicyContact Us