Download Now Banner

This browser does not support the video element.

ଡାବୁଗାଁ: ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ରକ୍ତ ହୀନତା ମୁକ୍ତ ଗ୍ରାମ ପଂଚାୟତ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Dabugan, Nabarangpur | Aug 21, 2025
ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷରେ ରକ୍ତ ହୀନତା ମୁକ୍ତ ଗ୍ରାମପଞ୍ଚାୟତ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି lବିଡିଓ ଶରତ ମାଝୀଙ୍କ ସଭାପତିତ୍ବରେ ଆଶା ୭୦ ଜଣ,ମହିଳା ସ୍ଵାସ୍ଥ୍ୟ କର୍ମୀ ୪ ଜଣ ଉପସ୍ଥିତ ରହିଥିଲେ | ରକ୍ତ ହୀନତା ହେବାର ଲକ୍ଷଣ ଓ ନିରାକରଣ କରିବା ପାଇଁ ଗ୍ରାମ ପଞ୍ଚାୟତ ଗୁଡିକୁ ରକ୍ତ ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ଗଢି ତୋଳିବା ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟ l ରକ୍ତ ହୀନତାରେ ଆଖି ହଳଦିଆ ହୋଇଯିବା ଓଠ ଫାଟିଯିବା, ଦୁର୍ବଳ ହେବା, ବାନ୍ତି କରିବା, ମୁଣ୍ଡ ବିନ୍ଧିବା ପ୍ରଭୃତି ଲକ୍ଷଣମାନଙ୍କ ସମ୍ପର୍କରେ ସୂଚନା ଦିଆଯାଇଥିଲା |
Read More News
T & CPrivacy PolicyContact Us