Download Now Banner

This browser does not support the video element.

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଠାରେ ବିଜେଡି ଜିଲ୍ଲା ସଭାପତି ଝିନ୍ନ ହିକକାଙ୍କୁ କାକିରିଗୁମା କର୍ମକର୍ତ୍ତା ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ସହ ସାଂଗଠନିକ ବୈଠକ

Lakshmipur, Koraput | Sep 7, 2025
କୋରାପୁଟ ବିଜେଡି ଜିଲ୍ଲା ସଭାପତି ଭାବେ ପୁଣି ଥରେ ମନୋନୀତ ହେଲେ ପୂର୍ବତନ ସାଂସଦ ଝିନ୍ନ ହିକକା। ବିଜେଡି ରାଜ୍ଯ ସଭାପତି ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ପୂର୍ବ ରୁ ଜିଲ୍ଲା ସଭାପତି ଭାବେ ଥିବା ଝିନ୍ନ ହିକକା ପୁଣି ଥରେ ହେଲେ ଜିଲ୍ଲା ସଭାପତି ହୋଇଛନ୍ତି। ଏଥିପାଇଁ ରବିବାର ଦିନ ୨ଟା ସମୟରେ ଝିନ୍ନ ହିକକାଙ୍କୁ ଲକ୍ଷ୍ମୀପୁର ବାସଭବନରେ କାକିରିଗୁମା ଜୋନ୧ ବିଜେଡି ତରଫରୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିବା ଦେଖିବାକୁ ମିଳିଛି। ଏହା ସହ ଆଗାମୀ ଦିନରେ କିପରି ସଂଗଠନ କୁ ସୁଦୃଢ଼ କରିହେ ସେ ନେଇ ଝିନ୍ନ ହିକକାଙ୍କ ସହ ଆଲୋଚନା।
Read More News
T & CPrivacy PolicyContact Us