Download Now Banner

This browser does not support the video element.

ଜଗତସିଂହପୁର: ବିରିଡି ବ୍ଲକ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Jagatsinghapur, Jagatsinghpur | Sep 10, 2025
ବିରିଡି ବ୍ଲକ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ।ମୁଖ୍ୟଅତିଥିଭାବେ ଯୋଗଦେଲେ ତୀର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ । ଆଜି ଦିନ ୧୧ ଟା ସମୟରେ ଏହି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ବୈଠକରେ ବିରିଡି ବ୍ଲକର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଓ ଏହାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯିବା ସହ ଜିଲ୍ଲାରେ ବିରିଡି ବ୍ଲକକୁ ଏକ ଅଗ୍ରଣୀ ବ୍ଲକ ଭାବେ ଗଢି ତୋଳିବାକୁ ବିଧାୟକ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବିରିଡି ବ୍ଲକ ବିଡ଼ିଓ , ବ୍ଲକ ଅଧ୍ୟକ୍ଷା , ଉପାଧ୍ୟକ୍ଷ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us