Download Now Banner

This browser does not support the video element.

ଜୁଜୁମୁରା: ଜୁଜୁମୁରା ଅଞ୍ଚଳରେ କୃଷି ଭିତିକ ଗଣପର୍ବ ନୂଆଁଖାଇ ପାଳିତ

Jujomura, Sambalpur | Aug 28, 2025
ପଶ୍ଚିମ ଓଡ଼ିଶାର ଗଣପର୍ବ ବା କୃଷିଭିତ୍ତିକ ପର୍ବ ନୂଆଁଖାଇ ଗୁରୁବାର ସକାଳ ୧୧ ଟା ସମୟରେ ଗାଁରୁ ସହର ଛୋଟରୁ ବଡ ସମସ୍ତ ପରିବାର ରେ ନୂଆଁ ଖାଇଛନ୍ତି । ପିଠାପଣା ରେ ଗାଁ ମହକି ଉଠୁଛି । ସମ୍ବଲପୁର ମା ସମଲେଶ୍ବରୀ ଙ୍କ ଠାରେ ନବାନ୍ନ ଲାଗିବା ପରେ ସମସ୍ତେ ପରିବାର ସଦସ୍ୟ ମାନେ ଏକାଠି ବସି ନୂଆଁ ଖାଇ ଥିଲେ । ନୂଆ ଖାଇ ସାରିବା ପରେ ସାନ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରି ଆଶିର୍ବାଦ ନେଇଥିଲେ । ନୂଆଁଖାଇ କେବଳ ଏକ ପର୍ବ ନୁହେଁ ବରଂ ଏକ ଭାବାବେଗ ।
Read More News
T & CPrivacy PolicyContact Us